ନୂଆପଡା ( ଦ କୁଇଭର ):- ନୂଆପଡାରେ ବିକାଶର ହିସାବ ଦେଇ ସେ କହିଲେ ଯେ ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି । ନୂଆପଡାରେ ଯୋଗେଶ୍ବର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । କୋନାବିରା ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଘାଟିପଡାରୁ ସିନାପଲ୍ଲୀ ବିଜୁ ଏକସ୍ପ୍ରେସ୍ ୱେ ୨୦୮ କୋଟି ଟଙ୍କାରେ କରାଯାଇଛି । ୧୦ ହଜାର ପିଲାଙ୍କ ପାଇଁ ୯୩ଟି ଟ୍ରାଇବାଲ ହଷ୍ଟେଲ କରାଯାଇଛି ।
ନୂଆପଡାର ୩୧୦୦ ମିଶନ ଶକ୍ତି ଗ୍ରୁପକୁ ୧୩୦ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୮୪ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ୧୨ କୋଟି ଟଙ୍କା ବିନିଯୋଗରେ ନୂଆପଡା ଓ ଖଡିଆଳ ଠାରେ ବହୁମୁଖୀ ଇଣ୍ଡୋର ହଲ୍ କରାଯାଇଛି । ଜିଲ୍ଲାର ୪୨,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ୬.୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏଥିସହିତ ଜିଲ୍ଲାରେ ୩୬ଟି ଆମ ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି ବୋଲି ସେ କହିଥିଲେ ।
ଧର୍ମଗଡରେ ବିକାଶ କାମର ହିସାବ ଦେଇ ସେ କହିଲେ ଯେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ୧୧୦ କୋଟି ଟଙ୍କାର କାମ ହେଉଛି। ମା ଭଣ୍ଡାରଘରଣୀ ମନ୍ଦିର ପାଇଁ ୧ କୋଟି ୧୦ ଲକ୍ଷ, ବୁଢାରାଜା ମନ୍ଦିର ପାଇଁ ୭୫ ଲକ୍ଷ, କରକ ଜଳପ୍ରପାତ ପାଇଁ ୧୫ ଲକ୍ଷ, କୋକସରା ବ୍ଲକ୍ରେ ମେଗା ପାଇପ ପାଣି ପ୍ରକଳ୍ପ ପାଇଁ ୧୫୦ କୋଟି ଓ କଲମପୁରରେ ମେଗା ପାଇପ ପାଣି ପ୍ରକଳ୍ପ ପାଇଁ ୫୩ କୋଟି, ଆପଣଙ୍କ ୩୨ଟି ପବିତ୍ର ପୀଠସ୍ଥଳୀର ଉନ୍ନତି ପାଇଁ ୧.୨୦ କୋଟି ଟଙ୍କା । ଧର୍ମଗଡର ୨୨୬୦ ମିଶନ ଶକ୍ତି ଗୋଷ୍ଠୀ ପାଇଁ ୫୮ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି। ଧର୍ମଗଡର BSKYରେ ୯୦,୫୦୦ ହିତାଧିକାରୀ ସାମିଲ ହୋଇଛନ୍ତି । ୬୩୫୦ ଜଣ ୩୦ କୋଟିରୁ ଅଧିକ ଟଙ୍କାର ସ୍ବାସ୍ଥ୍ୟ ସୁବିଧା ପାଇଛନ୍ତି।
ସେହିପରି ଜୁନାଗଡର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଏଠାରେ ୨୨୫ କୋଟି ଟଙ୍କାର କାମ ଚାଲିଛି । ଗତ ବର୍ଷ ମଇ ମାସରେ ମୁଁ ଏଠାକୁ ଆସିଥିଲି । ଆପଣଙ୍କ ଦରଖାସ୍ତ ଉପରେ ବହୁତ କାମ ହୋଇଛି । ମା ଲଙ୍କେଶ୍ବରୀ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ, ୧୦୯ଟି ମଠ ମନ୍ଦିର, ଚର୍ଚ୍ଚ, ମସଜିଦ, ଗୁରୁଦ୍ବାର ଆଦି ପାଇଁ ୧୧.୫୦ କୋଟି, ଉପର ଇନ୍ଦ୍ରାବତୀ ଦକ୍ଷିଣପଟ ମେନ୍ କେନାଲ ପାଇଁ ୧୫୦ କୋଟି, ଜୁନାଗଡରେ ମେଗା ପାଇପ ପାଣି ପାଇଁ ୧୯୦ କୋଟି, ଗୋଲମୁଣ୍ଡାରେ ମେଗା ପାଇପ ପାଣି ପାଇଁ ୧୭୮ କୋଟି ଟଙ୍କାର କାମ ଚାଲିଛି। ଜୁନାଗଡର ୨୦୦୦ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୪୮ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି ।
ଏଠାରେ ୯୦ ହଜାର ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି। ଚିଚେଇଗୁଡା ପଞ୍ଚାୟତର ମାଧବୀ ନାଏକ ନାମକ ଜଣେ ମହିଳାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସେହିପରି କୁହୁରା ପଞ୍ଚାୟତର ଦେବରାଜ ସାହୁଙ୍କୁ ସର୍ଜରୀ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ସେ କହିଥିଲେ । ଏହି ସବୁ ସଭାରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଏବଂ ନୂଆପଡା ଜୁନାଗଡ଼ ଓ ଧର୍ମଗଡ ର ବିଧାୟକ ପ୍ରାର୍ଥୀ ମାନେ ମଧ୍ୟ ଉଦବୋଧନ ଦେଇଥିଲେ।
No comments yet.
Politics
ଦ କୁଇଭର ବ୍ୟୁରୋ :- ଅନୁଭବ ମହାନ୍ତିଙ୍କ ନାଁରେ NBW । ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି କୋର୍ଟ । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି ହୋଇଛି । ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଅଭିନେତ୍ରୀରୁ ରାଜନେତା ବନିଥିବା ବର୍ଷା ପ୍ରିୟଦର୍ଶିନୀ ୪ ବର୍ଷ ତଳେ ଅର୍ଥାତ ୨୦୨୦ ଡିସେମ୍ବର ୧୯ରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ।ଏହି ଏତଲା ଆଧାରରେ କଟକର ଜେଏମଏଫସି କୋର୍ଟ ମାମଲାକୁ ବିଚାର କରିଛନ୍ତି । ଏବଂ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଅନୁଭବଙ୍କୁ ହାଜର ହେବା ପାଇଁ କୋର୍ଟ ସମନ କରିଥିଲେ । କିନ୍ତୁ ହାଜର ନହେବା ପରେ ଜଏମଏଫସି କୋର୍ଟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତିା ବର୍ଷା ପୁରୀଘାଟ ଥାନାରେ ୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଯେଉଁଥିରେ ଅନୁଭବ ମହାନ୍ତି, ତାଙ୍କ କର୍ମଚାରୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳାଇଙ୍କ ନାଁ ରହିଛି । ଏହି ୩ ଜଣ ବ୍ୟକ୍ତି ତାଙ୍କ ରୁମ୍ ଭିତରକୁ ପଶି ତାଙ୍କ ଫଟୋ, ଭିଡିଓ ରେକର୍ଡିଂ କରିବା ସହ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ । ଏହାପରେ ପୋଲିସ ମାମଲା ରୁଜୁ ହୋଇଥିଲା । ଏହାକୁ ତଳ କୋର୍ଟ ଗ୍ରହଣ କରିଥିଲେ । ଦାୟର ହୋଇଥିବା ମାମଲା ମିଛ ବୋଲି ଦର୍ଶାଇ ଅନୁଭବ ମହାନ୍ତି ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । କୋର୍ଟ କିନ୍ତୁ ମାମଲା ଚାଲିବ ବୋଲି କହିଥିଲେ । ପରେ ୩ ଜଣଙ୍କ ନାମରେ ମେ ୮ରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମେ ୧୦ରେ ଏତଲା ଆଧାରରେ ତିନି ଅଭିଯୁକ୍ତଙ୍କୁ ହାଜର ହେବାକୁ କହିଥିଲେ । ନିର୍ବାଚନ ଚାଲିଥିବାରୁ ସୋମବାର ଅନୁଭବ ନିଜେ ହାଜର ହୋଇନଥିଲେ । ବରଂ ଅଧିକ ସମୟ ଲୋଡିଥିଲେ । ଏହାପରେ କୋର୍ଟ ଆବେଦନକୁ ଖାରଜ କରିଛନ୍ତି । ମେ ୨୩ ସୁଦ୍ଧା ୱାରେଂଟ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ କୁହାଯାଉଛି ଅନୁଭବ ମହାନ୍ତିଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି । ସେ ତଳ କୋର୍ଟର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ । ନଚେତ ଶୁଣାଣି ସମୟରେ କୋର୍ଟରେ ହାଜର ହୋଇ ଏନବିଡବ୍ଲୁକୁ ବାତିଲ କରିବାକୁ ଆବେଦନ କରିପାରିବେ ।
State
ବ୍ରହ୍ମପୁର ( ଦ କୁଇଭର ):-:ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ। ଆହତ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଭୋଟିଂ ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହାତାହାତି ହେବା ସହ ତୁମୁଳକାଣ୍ଡ ଘଟିଥିଲା। ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଥିଲେ। ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇଛନ୍ତି।ଶିବଶଙ୍କର ଙ୍କୁ ଗୋଷାଣୀ ନୂଆଗାଁ ଥାନାରେ ଅଟକ ରଖିବା ପରେ ଥାନା ଆଗରେ ତାଙ୍କର ସମର୍ଥକଙ୍କ ହୋହଲ୍ଲା ଦେଖିବାକୁ ମିଳିଛି। ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ, ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ମତଦାନ ଚାଲିଥିବା ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା ବ୍ରହ୍ମପୁରର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖ ୮୦ ନମ୍ବର ବୁଥ୍ରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ପରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ। ଏହାପରେ ପୋଲିସ୍ ସହ ବି ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍କୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଆଙ୍କୁଲି ହାଇସ୍କୁଲ ଛକରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ମୃଦୁ ଲାଠି ଚାଳନା କରିଥିଲା ପୋଲିସ। ଲାଞ୍ଜିପଲି ୬୮ ନମ୍ବର ବୁଥ୍ ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାରେ ବିଜେପି ଓ ବିଜେଡି କର୍ମୀ ସଂଘର୍ଷରେ ୨ ଜଣ ଲେଖାଏଁ ଆହତ ହୋଇଛନ୍ତି।
National
ନିର୍ବାଚନୀ ପ୍ରଚାରକୁ ନେଇ ବିହାର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ବିହାର ଗସ୍ତର ଦ୍ୱିତୀୟ ଦିନରେ ଆଜି ପାଟନା ସହରର ତାଖ ଶ୍ରୀ ହରମାନନ୍ଦ ସାହି ଗୁରୁଦ୍ୱାରରେ ପହଂଚିଥିଲେ ମୋଦି । ସେଠାରେ ପହଂଚି ବାବାଜିଙ୍କ ପାଖେ ମଥା ଟେକିଥିଲେ। ଗୁରୁଦ୍ୱାରରେ ମୁଣ୍ଡ ନୁଆଁଇ ପ୍ରାର୍ଥନା କରିବା ସହ ଲଙ୍ଗର ସେବା କରିଥିଲେ। ଲଙ୍ଗରରେ ଧାଡିରେ ବସିଥିବା ଲୋକଙ୍କୁ ଖାଦ୍ୟ ପରଷିବା ସହିତ ନିଜେ ମଧ୍ୟ ଲଙ୍ଗର ଖାଇଥିଲେ । ପ୍ରାୟ ୨୦ ମିନିଟ ଯାଏଁ ସେଠାରେ ରହିଥିଲେ ମୋଦି | ତାଙ୍କ ସହ ରବି ଶଙ୍କର ପ୍ରସାଦ ଏବଂ ଅଶ୍ୱିନୀ ଚୌବେ ମଧ୍ୟ ଉପସ୍ଥିତ ଥିଲେ। ଏହା ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ପାଟନା ସାହିବ ଗୁରୁଦ୍ୱାରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଥିଲା। ଅସମ୍ଭାଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା | ତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ଶିଖମାନଙ୍କର ଦ୍ୱିତୀୟ ବୃହତ୍ତମ ଗୁରୁଦ୍ୱାର ତାଖ ଶ୍ରୀ ହରମାନନ୍ଦ ଜୀ ପାଟନା ସାହିବଙ୍କ ନିକଟରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପରିଚାଳନା କମିଟି ତରଫରୁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁଦ୍ୱାରରେ ପହଞ୍ଚିବା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଦଳ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଥିଲା । ଶିଖ ମର୍ଯ୍ୟାଦା ଅନୁଯାୟୀ ଗୁରୁଦ୍ୱାରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଗୁରୁଦ୍ୱାର ନିୟମ ଅନୁଯାଇ ସେଠାରେ ମୋଦିଜୀଙ୍କୁ ପଗଡି ପିନ୍ଧାଯାଇଥିଲା | ପଗଡି ପିନ୍ଧିବାପରେ ମୋଦିଙ୍କୁ ଅଲଗା ରୂପରେ ଦେଖିବାକୁ ପାଇଥିଲେ ଜନତା | ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯେଉଁଥିରେ ମୋଦିଜି ପଗଡି ପିନ୍ଧି ଭୋଜନ ତିଆରି କରୁଥିବାର ନଜର ଆସିଛନ୍ତି | ମୋଦିଜୀ ଏକ ବଡ ହଣ୍ଡାରେ ଲଂଗର ପ୍ରସ୍ତୁତ କରୁଥିବା ସହ ରନ୍ଧା ସରିବା ପରେ ଭୋଜନ ପରଷୁଥିବାର ମଧ୍ୟ ଦେଖାଯାଇଥିଲେ |
Health & lifestyle
ବ୍ରହ୍ମପୁର ( ଦ କୁଇଭର ):-:ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ। ଆହତ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଭୋଟିଂ ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହାତାହାତି ହେବା ସହ ତୁମୁଳକାଣ୍ଡ ଘଟିଥିଲା। ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଥିଲେ। ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇଛନ୍ତି।ଶିବଶଙ୍କର ଙ୍କୁ ଗୋଷାଣୀ ନୂଆଗାଁ ଥାନାରେ ଅଟକ ରଖିବା ପରେ ଥାନା ଆଗରେ ତାଙ୍କର ସମର୍ଥକଙ୍କ ହୋହଲ୍ଲା ଦେଖିବାକୁ ମିଳିଛି। ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ, ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ମତଦାନ ଚାଲିଥିବା ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା ବ୍ରହ୍ମପୁରର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖ ୮୦ ନମ୍ବର ବୁଥ୍ରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ପରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ। ଏହାପରେ ପୋଲିସ୍ ସହ ବି ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍କୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଆଙ୍କୁଲି ହାଇସ୍କୁଲ ଛକରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ମୃଦୁ ଲାଠି ଚାଳନା କରିଥିଲା ପୋଲିସ। ଲାଞ୍ଜିପଲି ୬୮ ନମ୍ବର ବୁଥ୍ ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାରେ ବିଜେପି ଓ ବିଜେଡି କର୍ମୀ ସଂଘର୍ଷରେ ୨ ଜଣ ଲେଖାଏଁ ଆହତ ହୋଇଛନ୍ତି।
Politics
ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ଜିଲ୍ଲାରେ ବିଜେଡିକୁ ଅସ୍ଥିର କରୁଛନ୍ତି ବିଧାୟିକା ଦୀପାଳି ଦାସ । ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ କାଳେ ଭିତିରି ସହଯୋଗ କରୁଛନ୍ତି । ସେଠାରେ ବିଜେପି କେମିତି ଆଗକୁ ବଢ଼ିବ ସେଥିରେ ଦୀପାଳିଙ୍କ ଯୋଗଦାନ ରହୁଛି । ବ୍ରଜରାଜନଗରର ବିଜେପି କର୍ମୀ ସୁରେଶଙ୍କ ସାଥ ଦେଉ ନଥିବା ବେଳେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ସୁରେଶଙ୍କ ସହ ବୁଲିଲେଣି । ସେମାନଙ୍କୁ କାଳେ ଝାରସୁଗୁଡ଼ାରୁ ପାଣ୍ଠି ମିଳୁଛି । ଲକ୍ଷ୍ୟ କାଳେ ବ୍ରଜରାଜନଗର ବିଜେଡିକୁ ପାନେ ଦେବା । ଝାରସୁଗୁଡ଼ାରେ ଦୁଇ ବିଧାୟିକା ଉପନିର୍ବାଚନରେ ପଦବୀ ପାଇଛନ୍ତି । ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଦୀପାଳିଙ୍କ ଠାରୁ ବରିଷ୍ଠ । ଏଥର ଦୁହେଁ ଜିତିଲେ ଅଳକାଙ୍କ ଗୁରୁତ୍ୱ ବରିଷ୍ଠତା ଭିତ୍ତିରେ ରହିବ । ତେଣୁ ଦୀପାଳି କାଳେ ଚେର କାଟୁଛନ୍ତି । ଏକଥା ଏବେ ବ୍ରଜରାଜନଗରରେ ବେଶ ଚର୍ଚ୍ଚା ହେଉଛି । ନିର୍ବାଚନ ଯେତିକି ପାଖଉଛି ବ୍ରଜରାଜନଗରରେ ଫୋକସ ସେତିକି ଅଧିକ ହେଉଛି । ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି କାଳେ ବର୍ଷା କରୁଛନ୍ତି । ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଭୋଟରଙ୍କୁ । ଭୋଟ ଦେଲେ ଦିଅ, ନଦେଲେ ନାହିଁ ବୋଲି କହି ଧମକ ଦେଉଛନ୍ତି । ସ୍ଥିତି ପୂରା ତାଙ୍କ ଅକ୍ତିଆରରେ ରଖିଥିବା କୁହାଯାଉଛି । ପ୍ରବଳ ପାଣ୍ଠି ବିନିଯୋଗ ହେଉଛି । ପୂରା ବନ୍ୟା କାଳେ ହେଉଛି । ଦୀପାଳିଙ୍କ ସମର୍ଥକମାନେ ଭୋଜି ଭାତ ଆଉ ମଉଜ ମଜଲିସ କରୁଛନ୍ତି । ଝାରସୁଗୁଡ଼ାକୁ ଜଗିଥିବା ଦୀପାଳି ବ୍ରଜରାଜନଗରରେ କେଁ କରୁଛନ୍ତି । ଦୁଇଦିନ ପୂର୍ବେ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କର କର୍ମୀ ବୈଠକ ଥିଲା । ସେଠାରେ ବିଜେପି କର୍ମୀ ସାମିଲ ହେଲେ ନାହିଁ । ଅନେକ ବିଜେପି କର୍ମୀ ତାଙ୍କ ଠାରୁ ଦୂରେଇ ରହିଲେ । ଏହାକୁ ନେଇ ସୁରେଶ ପୂରା ହତାଶ ହୋଇ ପଡ଼ିଛନ୍ତି । ତୃଣମୂଳ ସ୍ତର ବା ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇ ନଥିବାରୁ ସୁରେଶଙ୍କୁ ଗ୍ରହଣ କରୁନାହାନ୍ତି ଲୋକେ । ବିଜେପିର ଅନେକ କର୍ମୀ ଓ ଝାରସୁଗୁଡ଼ାବାସୀ ସୁରେଶଙ୍କୁ ଉପେକ୍ଷା କରୁଥିବା ବେଳେ ତାଙ୍କୁ ବଳ ଦେଉଛନ୍ତି ଦୀପାଳିଙ୍କ ଦ୍ୱାରା ପରିଚାଳିତ ବିଜେଡି ବିଦ୍ରୋହୀ ବୋଲି ଚର୍ଚ୍ଚା ହେଉଛି । ଝାରସୁଗୁଡ଼ାର କିଛି ବିଜେଡି କର୍ମୀ ବି ସୁରେଶଙ୍କ ସହ ରହୁଥିବା କୁହାଯାଉଛି । ଏଥିପାଇଁ ଦୀପାଳିଙ୍କର ସିଧା ସମର୍ଥନ ରହିଥିବା କୁହାଯାଉଛି । ସୁରେଶଙ୍କୁ ପାଣ୍ଠିର ସହାୟତା ବି ଦୀପାଳି କରୁଥିବା ଚର୍ଚ୍ଚା ଜୋର ହେଲାଣି । ଦୀପାଳିଙ୍କର ଟାର୍ଗେଟ କାଳେ ଅଳକାଙ୍କୁ ହରାଇବା । ଦୀପାଳିଙ୍କ ଟାର୍ଗେଟ ନିଜ ପତିଆରା ରଖିବା । ତାଙ୍କୁ ଅଧିକ ଖୋରାକ ଯୋଗାଇଛି ନିକଟରେ ବିଜେଡି କନିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ସଭା । ପାଣ୍ଡିଆନଙ୍କ ସଭାରେ ସେ ଭାଷଣ ଦେଇ ନିଜକୁ ପଣ୍ଡିଆନ ଓ ତାଙ୍କ ଟିମ୍ର ନିକଟର ବୋଲି ଦର୍ଶାଉଛନ୍ତି । ତେଣୁ ସେ ଝାରସୁଗୁଡ଼ା ଜିଲ୍ଲାରେ ଆଧିପତ୍ୟ ବିସ୍ତାର କରିବାକୁ ଲାଇସେନ୍ସ କାଳେ ପାଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ସେ ନିସ୍କଣ୍ଟକ ରହିବାକୁ ଚାହୁଁଛନ୍ତି । ଅଳକା ଜିତିଲେ ତାଙ୍କୁ କଣ୍ଟା ହୋଇ ପାରନ୍ତି । ତେଣୁ ମୂଳରୁ ହିଁ ତାଙ୍କୁ କାଟିବାକୁ ଲାଗିଥିବା କୁହାଯାଉଛି । ତେଣୁ ସୁରେଶଙ୍କୁ ଦୀପାଳିଙ୍କ ଠୁ ସହାୟତା ମିଳୁଛି । ବିଜେପିକୁ ବଳ ଦେଇ ଦୀପାଳି କାଳେ ବିଜେଡି ପିଠିରେ ଛୁରୀ ଭୁଶୁଛନ୍ତି । ଏକଥାକୁ ନଜର ଦିଆନଗଲେ, ଆଗକୁ ପୂରା ପଶ୍ଚିମ ଓଡ଼ିଶାରେ ବିଜେଡିକୁ ଗୋଳମାଳ କରିଦେବେ ଦୀପାଳି ବୋଲି କୁହାଯାଉଛି । ଦେଖାଯାଉ ଦୀପାଳିଙ୍କ ଏହି ଛୁରୀ ମରା କାମକୁ ଦଳ ସମର୍ଥନ କରୁଛି ନା ତାଙ୍କୁ ତାଗିଦ କରି ବିଜେପିକୁ ଦେଉଥିବା ସହାୟତା ବନ୍ଦ କରୁଛି ।

ଦ କୁଇଭର ବ୍ୟୁରୋ: ସୋମବାର ଗଣତନ୍ତ୍ରର ମହା ସମରରେ ସାମିଲ ହୋଇଛି ଓଡ଼ିଶା। ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଥିବା ବେଳେ ଆଜି ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ତେବେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ମକ୍ ପୋଲ ହୋଇଥିଲା। ଅପରପକ୍ଷରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ପ୍ରକ୍ରିୟା ଚାଲିଛି। ୪ଟି ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪ ଜଣ, କଳାହାଣ୍ଡିରେ ୧୧ ଜଣ, ବ୍ରହ୍ମପୁରରେ ୧୧ଜଣ ପ୍ରାର୍ଥୀ ଅଛନ୍ତି। ସେହିପରି ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଅପରପକ୍ଷରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ଥିବା ବେଳେ ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ରହିଛି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମତଦାନ ପାଇଁ ୭୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ଏଥିମଧ୍ୟରୁ ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ୧୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ହୋଇଥିବା ବେଳେ ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୭୦୦୦ ପୋଲିସ ଫୋର୍ସ ଓ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ସେହିପରି ୬୦୦ ମୋବାଇଲ ପେଟ୍ରୋଲିଂ ପାର୍ଟିଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ସୀମା ଅଂଚଳରେ କଡ଼ାକଡ଼ି ଚେକିଂ କରୁଛି ପୋଲିସ । ଏଥିପାଇଁ ୫୧ଟି ଆନ୍ତଃରାଜ୍ୟ ବର୍ଡର ଚେକ୍ ପୋଷ୍ଟ ହୋଇଥିବା ବେଳେ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୫୦ଟି ଚେକ୍ ପୋଷ୍ଟ କରାଯାଇଛି। ତେବେ ଭୋଟର ଙ୍କୁ ଅଧିକ ଆକୃଷ୍ଟ ଓ ଭୋଟ ଦେବାପାଇଁ ରାୟଗଡା ରେ ଆଦିମ ଜନ ଜାତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସଚେତନତା ବାର୍ତ୍ତା ଲେଖା ଯାଇଛି। ଗଞ୍ଜାମ ଜିଲ୍ଲାରେ ଅଲିଭକୁ ମାସ୍କଟ ଭାବରେ ବ୍ୟବହାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି EVM ଷ୍ଟ୍ରଙ୍ଗ୍ ରୁମ୍ ରହିଛି। ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷାରେ ୧ ପ୍ଲାଟୁନ୍ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ ହୋଇଥିବା ବେଳେ ବାହ୍ୟ ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ୍ ଓଡ଼ିଶା ପୋଲିସ୍ ଫୋର୍ସ ନିୟୋଜିତ କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମାଓ ଇଲାକା ପୋଲିସ୍ ଫୋକସ୍ରେ ରହିଥିବା ବେଳେ ୫୩୭ଟି ବୁଥ୍ ମାଓବାଦୀ ଇଲାକାରେ ଅନ୍ତର୍ଭୁକ୍ତ ଅଟେ।
State
ଗତ କିଛିଦିନରୁ ରାଜ୍ୟବାସୀଙ୍କୁ କାଳବୈଶାଖୀଜନିତ ବର୍ଷା ଆଶ୍ବସ୍ତି ଆଣିଦେଇଥିବା ବେଳେ ପୁଣି ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ୨ ଦିନ ମଧ୍ୟରେ ରାଜ୍ୟରେ ପୁଣିଥରେ ୨ରୁ ୪ ଡିଗ୍ରୀ ପାରଦ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅପରପକ୍ଷରେ ଆସନ୍ତା ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପୋର୍ଟବ୍ଲେୟାର ପାଖ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ହେବାକୁ ଥିବା ବେଳେ ୨୩ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହୋଇ ପରେ ଏହା ଗଭୀର ଅବପାତର ରୂପ ନେବ। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଣ୍ତାମାନରେ ମୌସୁମୀ ଛୁଇଁପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ତେବେ ଚଳିତ ବର୍ଷ ସ୍ୱାଭାବିକ ସମୟରେ କିମ୍ବା ଆଗୁଆ ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୧୯ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ତରଙ୍ଗ ଆଣ୍ଡାମାନ ଉପକୂଳ ଛୁଇଁବା ସମ୍ଭାବନା ଥିବା କୁହାଯାଇଛି।
State
ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ଜିଲ୍ଲାରେ ବିଜେଡିକୁ ଅସ୍ଥିର କରୁଛନ୍ତି ବିଧାୟିକା ଦୀପାଳି ଦାସ । ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ କାଳେ ଭିତିରି ସହଯୋଗ କରୁଛନ୍ତି । ସେଠାରେ ବିଜେପି କେମିତି ଆଗକୁ ବଢ଼ିବ ସେଥିରେ ଦୀପାଳିଙ୍କ ଯୋଗଦାନ ରହୁଛି । ବ୍ରଜରାଜନଗରର ବିଜେପି କର୍ମୀ ସୁରେଶଙ୍କ ସାଥ ଦେଉ ନଥିବା ବେଳେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ସୁରେଶଙ୍କ ସହ ବୁଲିଲେଣି । ସେମାନଙ୍କୁ କାଳେ ଝାରସୁଗୁଡ଼ାରୁ ପାଣ୍ଠି ମିଳୁଛି । ଲକ୍ଷ୍ୟ କାଳେ ବ୍ରଜରାଜନଗର ବିଜେଡିକୁ ପାନେ ଦେବା । ଝାରସୁଗୁଡ଼ାରେ ଦୁଇ ବିଧାୟିକା ଉପନିର୍ବାଚନରେ ପଦବୀ ପାଇଛନ୍ତି । ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଦୀପାଳିଙ୍କ ଠାରୁ ବରିଷ୍ଠ । ଏଥର ଦୁହେଁ ଜିତିଲେ ଅଳକାଙ୍କ ଗୁରୁତ୍ୱ ବରିଷ୍ଠତା ଭିତ୍ତିରେ ରହିବ । ତେଣୁ ଦୀପାଳି କାଳେ ଚେର କାଟୁଛନ୍ତି । ଏକଥା ଏବେ ବ୍ରଜରାଜନଗରରେ ବେଶ ଚର୍ଚ୍ଚା ହେଉଛି । ନିର୍ବାଚନ ଯେତିକି ପାଖଉଛି ବ୍ରଜରାଜନଗରରେ ଫୋକସ ସେତିକି ଅଧିକ ହେଉଛି । ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି କାଳେ ବର୍ଷା କରୁଛନ୍ତି । ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଭୋଟରଙ୍କୁ । ଭୋଟ ଦେଲେ ଦିଅ, ନଦେଲେ ନାହିଁ ବୋଲି କହି ଧମକ ଦେଉଛନ୍ତି । ସ୍ଥିତି ପୂରା ତାଙ୍କ ଅକ୍ତିଆରରେ ରଖିଥିବା କୁହାଯାଉଛି । ପ୍ରବଳ ପାଣ୍ଠି ବିନିଯୋଗ ହେଉଛି । ପୂରା ବନ୍ୟା କାଳେ ହେଉଛି । ଦୀପାଳିଙ୍କ ସମର୍ଥକମାନେ ଭୋଜି ଭାତ ଆଉ ମଉଜ ମଜଲିସ କରୁଛନ୍ତି । ଝାରସୁଗୁଡ଼ାକୁ ଜଗିଥିବା ଦୀପାଳି ବ୍ରଜରାଜନଗରରେ କେଁ କରୁଛନ୍ତି । ଦୁଇଦିନ ପୂର୍ବେ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କର କର୍ମୀ ବୈଠକ ଥିଲା । ସେଠାରେ ବିଜେପି କର୍ମୀ ସାମିଲ ହେଲେ ନାହିଁ । ଅନେକ ବିଜେପି କର୍ମୀ ତାଙ୍କ ଠାରୁ ଦୂରେଇ ରହିଲେ । ଏହାକୁ ନେଇ ସୁରେଶ ପୂରା ହତାଶ ହୋଇ ପଡ଼ିଛନ୍ତି । ତୃଣମୂଳ ସ୍ତର ବା ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇ ନଥିବାରୁ ସୁରେଶଙ୍କୁ ଗ୍ରହଣ କରୁନାହାନ୍ତି ଲୋକେ । ବିଜେପିର ଅନେକ କର୍ମୀ ଓ ଝାରସୁଗୁଡ଼ାବାସୀ ସୁରେଶଙ୍କୁ ଉପେକ୍ଷା କରୁଥିବା ବେଳେ ତାଙ୍କୁ ବଳ ଦେଉଛନ୍ତି ଦୀପାଳିଙ୍କ ଦ୍ୱାରା ପରିଚାଳିତ ବିଜେଡି ବିଦ୍ରୋହୀ ବୋଲି ଚର୍ଚ୍ଚା ହେଉଛି । ଝାରସୁଗୁଡ଼ାର କିଛି ବିଜେଡି କର୍ମୀ ବି ସୁରେଶଙ୍କ ସହ ରହୁଥିବା କୁହାଯାଉଛି । ଏଥିପାଇଁ ଦୀପାଳିଙ୍କର ସିଧା ସମର୍ଥନ ରହିଥିବା କୁହାଯାଉଛି । ସୁରେଶଙ୍କୁ ପାଣ୍ଠିର ସହାୟତା ବି ଦୀପାଳି କରୁଥିବା ଚର୍ଚ୍ଚା ଜୋର ହେଲାଣି । ଦୀପାଳିଙ୍କର ଟାର୍ଗେଟ କାଳେ ଅଳକାଙ୍କୁ ହରାଇବା । ଦୀପାଳିଙ୍କ ଟାର୍ଗେଟ ନିଜ ପତିଆରା ରଖିବା । ତାଙ୍କୁ ଅଧିକ ଖୋରାକ ଯୋଗାଇଛି ନିକଟରେ ବିଜେଡି କନିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ସଭା । ପାଣ୍ଡିଆନଙ୍କ ସଭାରେ ସେ ଭାଷଣ ଦେଇ ନିଜକୁ ପଣ୍ଡିଆନ ଓ ତାଙ୍କ ଟିମ୍ର ନିକଟର ବୋଲି ଦର୍ଶାଉଛନ୍ତି । ତେଣୁ ସେ ଝାରସୁଗୁଡ଼ା ଜିଲ୍ଲାରେ ଆଧିପତ୍ୟ ବିସ୍ତାର କରିବାକୁ ଲାଇସେନ୍ସ କାଳେ ପାଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ସେ ନିସ୍କଣ୍ଟକ ରହିବାକୁ ଚାହୁଁଛନ୍ତି । ଅଳକା ଜିତିଲେ ତାଙ୍କୁ କଣ୍ଟା ହୋଇ ପାରନ୍ତି । ତେଣୁ ମୂଳରୁ ହିଁ ତାଙ୍କୁ କାଟିବାକୁ ଲାଗିଥିବା କୁହାଯାଉଛି । ତେଣୁ ସୁରେଶଙ୍କୁ ଦୀପାଳିଙ୍କ ଠୁ ସହାୟତା ମିଳୁଛି । ବିଜେପିକୁ ବଳ ଦେଇ ଦୀପାଳି କାଳେ ବିଜେଡି ପିଠିରେ ଛୁରୀ ଭୁଶୁଛନ୍ତି । ଏକଥାକୁ ନଜର ଦିଆନଗଲେ, ଆଗକୁ ପୂରା ପଶ୍ଚିମ ଓଡ଼ିଶାରେ ବିଜେଡିକୁ ଗୋଳମାଳ କରିଦେବେ ଦୀପାଳି ବୋଲି କୁହାଯାଉଛି । ଦେଖାଯାଉ ଦୀପାଳିଙ୍କ ଏହି ଛୁରୀ ମରା କାମକୁ ଦଳ ସମର୍ଥନ କରୁଛି ନା ତାଙ୍କୁ ତାଗିଦ କରି ବିଜେପିକୁ ଦେଉଥିବା ସହାୟତା ବନ୍ଦ କରୁଛି ।
Politics
ବ୍ରହ୍ମପୁର ( ଦ କୁଇଭର ):- ନିର୍ବାଚନ ପରେ ବ୍ରହ୍ମପୁର ସହରରେ ମୁଣ୍ଡ ଟେକିଲା ରାଜନୈତିକ ହିଁସା। ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦିପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ବ୍ରହ୍ମପୁର ର ପୁର୍ବତନ ମେୟର ତଥା ବ୍ରହ୍ମପୁର ବିଧାନ ସଭା ଆସନ ର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଶିବ ଶଙ୍କର କୁ ଗୋଶାଣୀନୂଆ ଗାଁ ପୋଲିସ ଥାନାରେ ଅଟକ ରଖିଛି। ସେପଟେ ଶିବ ଶଙ୍କର ଙ୍କ ସମର୍ଥକ ମାନେ ଥାନାରେ ଭିଡ ଜମାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଶିବ ଶଙ୍କର ହଟାତ ଉତେଜିତ୍ତ ହେବା ପଛରେ କଣ ? କାହିଁକି ହଟାତ ତାତିଲେ ଶିବ ଶଙ୍କର ? ଘଟଣା ସ୍ଥଳ ରେ କିଛି କଥା କଟା କଟି ହୋଇଥିଲା ନା ପୁର୍ବରୁ ମନ ଭିତରେ ଖୁନ୍ଦି ହୋଇଥିବା ରାଗ ସଜାଇଲେ ? ତାକୁ ନେଇ ସୃଷ୍ଟି ହୋଇଛି ଆଲୋଡନ। ପୋଲିସ ସାମ୍ନାରେ ପ୍ରଦୀପ ଙ୍କୁ ପିଟିଲେ ଶିବଶଙ୍କର। ପ୍ରଦୀପ ପାଣିଗ୍ରାହୀଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି l ଗୋଷାଣୀ ନୂଆଗାଁ ରେ ସରକାରୀ ଉତ୍କଳମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥ ରେ ଘଟିଛି ଘଟଣା। ବୁଥ ସମ୍ମୁଖରେ ଠିଆ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ ,ପୋଲିସ ସହ ଆଲୋଚନା କରୁଥିଲେ, ହଟାତ ଏହି ସମୟ ରେ ଶିବ ଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ। କୌଣସି ଏକ କରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଆକ୍ରମଣ ହୋଇଥିଲା, ପରେ ହାତାହାତି ହୋଇଥିଲେ। ପ୍ରଦିପଙ୍କୁ ଶିବଶଙ୍କର ଓରଫ ପିଣ୍ଟୁ ଆକ୍ରମଣ କରିଥିବା ଅଭିଯୋଗ। ପ୍ରଦୀପ ଏବେ mkcg ମେଡିକାଲ ରେ ଭର୍ତ୍ତି। ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ହେଉଛନ୍ତି ବ୍ରହ୍ମପୁର ବିଧାନସଭା ର ସ୍ଵାଧୀନ ପ୍ରାର୍ଥୀ ଏବଂ ପ୍ରଦୀପ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ।
Politics
ଦ କୁଇଭର ବ୍ୟୁରୋ :- ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲା ଓଡ଼ିଶା। ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଥିବା ବେଳେ ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଏହା ପୂର୍ବରୁ ମକ୍ ପୋଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ।୨୪ ସିଂହାସନ ହାତେଇବା ପାଇଁ ପ୍ରଚାର ମଇଦାନରେ ଏଥର ବଳ କଷାକଷି ତୀବ୍ର ହୋଇଥିବା ବେଳେ ନିଜ ଦଳର ସଫଳତା ନେଇ ଆଗୁଆ ଆକଳନ କରିଛନ୍ତି ନେତା । ୨୮ ଆସନରୁ ବିଜେଡି ୨୪ ଆସନରେ ବାଜିମାତ ପାଇଁ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ୍ । ଏପଟେ ୨୦ରୁ ଅଧିକ ଆସନ ଜିତିବ ବୋଲି ବିଜେପି ଆଶା ରଖିଥିବା ବେଳେ କଂଗ୍ରେସ ମଧ୍ୟ ଆଶାତୀତ ସଫଳତା ହାସଲ କରିବେ ବୋଲି ଦାବି କରିଛି ।ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଏହି ପର୍ଯ୍ୟାୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି ।ପ୍ରଥମ ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ୧ ହଜାର ୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ରହିଛି । ସେହିପରି ୪ଟି ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଶୃଙ୍ଖଳିତ ମତଦାନଠୁ ଆରମ୍ଭ କରି ସୁରକ୍ଷା ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ଏଥିପାଇଁ ମୁତୟନ ହୋଇଛନ୍ତି ୧୭ ହଜାର ପୋଲିସ ଫୋର୍ସ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ । ସେହିପରି ୬୦୦ ମୋବାଇଲ ପେଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି । ସେହିପରି ସୀମାରେ ଚେକିଂ କଡ଼ାକଡ଼ି କରୁଛି ପୋଲିସ । ୫୧ଟି ଆନ୍ତଃରାଜ୍ୟ ବର୍ଡର ଚେକ୍ ପୋଷ୍ଟ କରାଯାଇଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୫୦ଟି ଚେକ୍ ପୋଷ୍ଟ କରାଯାଇଛି ।
State
ଦ କୁଇଭର ବ୍ୟୁରୋ :- ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ଯ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା କରାଯାଉଛି । ତେଣୁ ବ୍ଯସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ଯରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରି ର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ ମତଦାନ କରିଥିବା ଲୋକେ ଏଇଥର ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ଯ ସମସ୍ତ ଅଂଚଳରେ ମଧ୍ଯ ସମସ୍ତେ ମତଦାନ କରିବାକୁ ମୁଖ୍ଯ ନିର୍ବାଚନ ଅଧିକାରୀ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ରାଜ୍ଯ ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର ସଂପୂର୍ଣ୍ଣ ସୁରକ୍ଷା ବ୍ଯବସ୍ଥା ମଧ୍ଯରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।
National
ଦ କୁଇଭର ବ୍ୟୁରୋ :- ଆସନ୍ତା ମେ’ ୧୫ରେ ଓଡ଼ିଶା ଦେଖିବା ହେଭିୱେଟ୍ଙ୍କ ପ୍ରଚାର । ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର କରିବାକୁ ଆସୁଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ ରାହୁଲ ଗାନ୍ଧି । ବାଇକ୍ ରାଲି ସହ ଜନସଭାରେ ଯୋଗ ଦେବେ ରାହୁଲ ଗାନ୍ଧି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର । ଆସନ୍ତା ମେ’ ୩ରେ ରାହୁଲ ଗାନ୍ଧି ରାୟଗଡ଼ା ଆସିବାର ଥିଲା । କିନ୍ତୁ ରାୟବରେଲୀରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବାରୁ ସେ ଏହି ଗସ୍ତକୁ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରିଥିଲେ । ତେବେ ଏହା ପୂର୍ବରୁ ଏପ୍ରିଲ୍ ୨୮ରେ ସାଲେପୁର ଆସି କଂଗ୍ରେସ ପାଇଁ ପ୍ରଚାର ବିଗୁଲ ବଜାଇଥିଲେ ରାହୁଲ। ସଭା ମଂଚକୁ ଆସୁ ଆସୁ କରିଥିଲେ ଆଟାକ୍ । ଅଭିଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ କରିଥିଲେ ହମଲା । ଓଡ଼ିଶାରେ କଂଗ୍ରେସ କ୍ୟାମ୍ପେନର ବିଗୁଲ ବଜାଇ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଥିଲେ ରାହୁଲ ଗାନ୍ଧି। ତେବେ ମେ’ ୧୫ରେ ବଲାଙ୍ଗିରରେ ହେବାକୁ ଥିବା ଜନସଭାରେ ତାଙ୍କ ଆଭିମୁଖ୍ୟ କ’ଣ ରହିବ ତାହାକୁ ଅପେକ୍ଷା କରିଛନ୍ତି କଂଗ୍ରେସ କର୍ମୀ । ସେପଟେ ପୁଣି ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ । ଆସନ୍ତା ସପ୍ତାହରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ୨୦ ତାରିଖରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। । ସେହିପରି ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି । ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ ।ସେହିପରି ଆସନ୍ତା ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ।

ଭୁବନେଶ୍ୱର ( ଦ କୁଇଭର ):- ପୁଣି ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ଓଡ଼ିଶାରେ ଆସିବେ ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ଓଡ଼ିଶା ଆସୁଛନ୍ତି ହେମନ୍ତ ବିଶ୍ୱଶର୍ମା । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢେ ୨ଟା ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମ ହୋଟେଲରେ ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବେ ଆସାମ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଗତ ୯ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଥିଲି, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏମ୍ପିଭି-୮୨ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ବିଜେପି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ସେ ଭୋଟ ମାଗିଥିଲେ। ଖଲ୍ଲିକୋଟ ବିଜୟ ସଂକଳ୍ପ ଅଭିଯାନରେ ଯୋଗ ଦେଇ ଶ୍ରୀ ବିଶ୍ବଶର୍ମା କହିଲେ, ଓଡ଼ିଶା ୨୫ ବର୍ଷ ହେଲା ଗୋଟିଏ ସରକାରକୁ ଶାସନର ସୁଯୋଗ ଦେଇଆସୁଛି। କିନ୍ତୁ ବିଜେପିକୁ ଥରେ ସୁଯୋଗ ଦେଲେ ଓଡ଼ିଶାରେ ବିକାଶ ଦୁଇଗୁଣା ହେବ। ସଂପ୍ରତି ଦେଶର ଅନ୍ୟାନ୍ୟ ରାଜ୍ୟରେ ବିଜେପି କ୍ଷମତାସୀନ ହୋଇପାରିଛି। ଓଡ଼ିଶାରେ ବି ଏଥର ପରିବର୍ତ୍ତନର ହାୱା ବହୁଛି। ବିଜେପି ନିଶ୍ଚିତ ଭାବେ ସରକାର ଗଢ଼ିବ ବୋଲି ହିମନ୍ତ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଓଡ଼ିଶାରେ ବିଜେପି କ୍ଷମତା ହାସଲ ହେଲେ ରାଜ୍ୟବାସୀ ବିନା ମୂଲ୍ୟରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଲାଲାଙ୍କ ଦର୍ଶନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏମ୍ପିଭି-୮୨ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ବିଶ୍ବଶର୍ମା କହିଲେ, ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ସମସ୍ତ ବିଦ୍ୟାଳୟରେ ବଙ୍ଗାଳୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ନମ୍ବରରୁ କଏଦୀଙ୍କୁ ଚିହ୍ନଟ କରାଯାଏ, ଗାଁକୁ ନୁହେଁ। ତେଣୁ ଗାଁକୁ ନୂଆ ପରିଚୟ ଦେବାକୁ ବିଜେପି ସରକାର ନିଶ୍ଚିତ ପଦକ୍ଷେପ ନେବ। ଡବଲ୍ ଇଞ୍ଜିନ୍ ସରକାର ହେଲେ ପ୍ରଥମ କାମ ହେବ ବଙ୍ଗୀୟ ଗାଁ ଗୁଡ଼ିକୁ ରାଜସ୍ବ ଗାଁ ମାନ୍ୟତା ଦେବା। ଆଉ ନମ୍ବର ନୁହେଁ, ସ୍ବତନ୍ତ୍ର ନାଁରେ ପରିଚିତ ହେବ ସବୁ ବଙ୍ଗୀୟ ଗାଁ। ଅଭିଭାଷଣ ଆରମ୍ଭ କରି ସିଧାସଳଖ ବିଜେଡି ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ କରିଥିଲେ। ଅଧା ବଙ୍ଗାଳୀ ଏବଂ ଅଧା ହିନ୍ଦୀରେ ସମ୍ବୋଧନ କରି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ଚାରି କୋଟିଙ୍କ ପାଇଁ କିଛି କରିନାହାନ୍ତି। ଯାହା ବି କରିଛନ୍ତି ପାଣ୍ଡିଆନଙ୍କ ପାଇଁ କରିଛନ୍ତି। ସେ ଓଡ଼ିଶାକୁ ଭଲପାଆନ୍ତି ନାହିଁ, କେବଳ ପାଣ୍ଡିଆନଙ୍କୁ ଭଲପାଆନ୍ତି। କେବଲ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ଯାହା ପଚାରିଲେ କେବଳ ଓକେ ଓକେ ବୋଲି କୁହନ୍ତି। ୨୫ବର୍ଷରେ ଓଡ଼ିଆ ଶିଖିପାରିଲେ ନାହିଁ। ଏପରି ଅନେକ କଥା କହିଛନ୍ତି l